ଭୁଶୁଡ଼ି ପଡ଼ିଲାଣି ପରିମଳ ବ୍ୟବସ୍ଥା: ୭ ସଂସ୍ଥା ଚିହ୍ନଟ ପରେ ବି ମିଳୁନି ସ୍ବୀକୃତି

ଭୁବନେଶ୍ବର: କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଭୁବନେଶ୍ବରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନାହିଁ। ପ୍ରତିବର୍ଷ ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ ଏହାକୁ ପ୍ରମାଣ କରିଛି। ଏବେ ରାଜଧାନୀର ୫୭ଟି ୱାର୍ଡରେ ରାମ୍‌କି, ଜାଗୃତି ଓ ପିଏମ୍‌ଆର୍ କନ୍‌ସୋର୍ଟିୟମ ସଫେଇ କରୁଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ୬୭ ୱାର୍ଡରେ ଆଉଟ୍‌ସୋର୍ସିଂ ଜରିଆରେ ସଫେଇ କରିବାକୁ ୭ ସଂସ୍ଥା ଚିହ୍ନଟ ହୋଇଛନ୍ତି। ୧୦ଟି ପ୍ୟାକେଜ୍‌ରେ ଏହି … Continue reading ଭୁଶୁଡ଼ି ପଡ଼ିଲାଣି ପରିମଳ ବ୍ୟବସ୍ଥା: ୭ ସଂସ୍ଥା ଚିହ୍ନଟ ପରେ ବି ମିଳୁନି ସ୍ବୀକୃତି